csstore

ଆଜି ବଲାଙ୍ଗିର ଜିଲ୍ଳାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ବୋଲି ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌାରାଞ୍ଚଳ ୱାର୍ଡ ନଂ. ୨ରୁ ୫ଜଣ, ୱାର୍ଡ ନଂ. ୧୫ରୁ ଜଣେ, ବେଲପଡା ବ୍ଲକ ସରମୁହାଣ ଗ୍ରା.ପ.ରୁ ଜଣେ, ଦେଓଗାଁ ବ୍ଲକ ଡୁମେରପିଟା ଗ୍ରା.ପ.ରୁ ଜଣେ, ଗୁଡଭେଲା ବ୍ଲକ ବିରମୁଣ୍ଡା ଗ୍ରା.ପ.ରୁ ଏବଂ ଘୁନା ଗ୍ରା.ପ.ରୁ ଜଣେ ଲେଖାଏଁ, କଣ୍ଟାବାଞ୍ଜି ଏନ୍‌ଏସି ୱାର୍ଡ ନଂ. ୬ରୁ ୩ଜଣ, ଲୋଇସିଂହା ବ୍ଲକ ତଲିଉଡାର ଗ୍ରା.ପ.ରୁ ୨ଜଣ, ପାଟଣାଗଡ ବ୍ଲକ ଘସିଏନ୍‌ ଗ୍ରା.ପ.ରୁ ଜଣେ, ଟିଟିଲାଗଡ ବ୍ଲକ ବିଜେପୁର ଗ୍ରା.ପ.ରୁ ଜଣେ ଏବଂ ତୁରେକେଲା ବ୍ଲକ କୁଇବାହାଲ ଗ୍ରା.ପ.ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

jayashree
Leave A Reply

Your email address will not be published.