oom

ପାଇକମାଲରେ ଶୁଭାରମ୍ଭ ହେଲା ଇଶାନ ବଜାଜ ସୋରୁମ୍‌

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲରେ ଲୋକଙ୍କୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସହଜସୁବିଧାରେ ଯିବା ଆସିବା ପାଇଁ ଶୁଭାରମ୍ଭ ହେଲା ଇଶାନ ବଜାଜ ସୋରୁମ୍‌, ପାଇକମାଲ ଛକଠାରୁ ଝାରବନ୍ଧ ରାସ୍ତାରେ ଏହି ସୋରୁମ୍‌ ଅବସ୍ଥିତ, ଲୋକେ କିପରି ସଠିକ୍‌ ଦରରେ ସୁବିଧାରେ ମୋଟରଯାନ ପାଇ ପାରିବେ ଏହି ସୋରୁମର ଲକ୍ଷ୍ୟ, ସୋରୁମ୍‌ ଉଦଘାଟନରେ ବହୁ ସଂଖ୍ୟକ ଲୋକ ଯୋଗଦାନ କରି ସୋରୁମ୍‌ର ଉଚ୍ଚ ବ୍ୟବସାୟର ଆଶୀର୍ବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.