ଦେଓଗାଁ ସିଏଚସିରେ ଆଜି ୧୩୬ଜଣଙ୍କୁ ଟୀକା ପ୍ରଦାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗତ କିଛିଦିନ ହେଲା ଯୁବ(୧୮-୪୪) ବର୍ଗର ଲୋକଙ୍କୁ ଟୀକାକରଣ ଜାରି ରହିଛି । ଟୀକାକରଣ ଆରମ୍ଭ ଦିନରୁ ଟୀକା ପରିମାଣ ବଢ଼ିବାରେ ଲାଗିଥିଲା । ହେଲେ ଆଜି ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଟୀକାକରଣ କେନ୍ଦ୍ରରେ ମାତ୍ର ୧୩୬ଜଣଙ୍କୁ ଟୀକା ପ୍ରଦାନ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.