ଗର୍ଭବତୀ, ପ୍ରସୂତି ମହିଳା ଏବଂ ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କ ପୁଷ୍ଟି ସାଧନ ପାଇଁ ଟେକ୍ ହୋମ୍ ରାସନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡ୍ ଯୋଗୁଁ ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିଥିବା ବେଳେ ଗର୍ଭବତୀ, ପ୍ରସୂତି ମହିଳା ଏବଂ ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କ ପୁଷ୍ଟି ସାଧନ ପାଇଁ ଟେକ୍ ହୋମ୍ ରାସନ ଦିଆଯାଉଛି । ଜୁନ୍ ମାସ ପାଇଁ ଅଙ୍ଗନବାଡି କର୍ମୀମାନେ କୋଭିଡ୍ ନିୟମ ପାଳନ ସହ ହିତାଧିକାରୀଙ୍କ ଘରେ ଶୁଖିଲା ରାସନ ବଣ୍ଟନ କରିଛନ୍ତି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.