oom

ମାହେଶ୍ୱରୀ ସଂଗଠନ ପକ୍ଷରୁ ଅସହାୟଙ୍କୁ ସହଯୋଗ

jsmm

ତରଭା, (ଜିତେନ୍ଦ୍ର ସା) : କରୋନା ମହାମାରୀ ଯୋଗୁଁ ଲକଡାଉନ ସଟଡାଉନ ଲାଗି ରହିଥିବା ବେଳେ ଗରିବ ଅସହାୟ ମାନଙ୍କ ରୋଜଗାର ଠପ୍‌ ହୋଇଯାଇ ମୁଠେ ଖାଇବା ପାଇଁ ପାଇବା କଷ୍ଟକର ହୋଇପଡିଥିବା ବେଳେ ଏହି ସମୟରେ ସେମାନଙ୍କୁ ତରଭା ମାହେଶ୍ୱରୀ ସଂଗଠନ ପକ୍ଷରୁ ଶୁଖିଲା ଖାଦ୍ୟ ସହ ମାସ୍କ ବଣ୍ଟନ କରି କରୋନା କଟକଣା ବିଷୟରେ ସଚେତନତା କରାଯାଇଥିଲା ।

jittmm
Leave A Reply

Your email address will not be published.