csstore

ଦେଓଗାଁ ବ୍ଲକରେ ପୁଣି ୩୬ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୩୬ଜଣଙ୍କ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଆସିଥିବା ରିପୋର୍ଟରେ ଦେଓଗାଁ ବ୍ଲକର ୩୬ଜଣଙ୍କ ମଧ୍ୟରୁ ସର୍ବାଧିକ କୁତୁର୍ଲା ପଞ୍ଚାୟତରେ ୭ଜଣ, ଗୁଡ଼ଖାପଲା ୬, ଗୌଡ଼ଗୋଠ ୫, ଧଣ୍ଡାମାଲ ୪, ଜରାସିଂହା ୩, ଦେଓଗାଁ, ମହଲାଇ, ମୁକୁନ୍ଦପୁର ପଞ୍ଚାୟତରୁ ୨ଜଣ ଲେଖାଏଁ, ବଡବନ୍ଧ, ବନ୍ଧପଡ଼ା, ଗାଈବାହାଲ, ସିକୁଆଁ, ସିଂହାମୁଣ୍ଡା ପଞ୍ଚାୟତରୁ ଜଣେ ଲେଖାଏଁ ଚିହ୍ନଟ ହେଇଥିବାର ସରକାରୀ ରିପୋର୍ଟରେ ଆସିଛି ।

jayashree
Leave A Reply

Your email address will not be published.