jsm

ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତ ୨୯୪, ବଲାଙ୍ଗିର ପୌରାଂଚଳରୁ ୬୯

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୪ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୬୯ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧ରୁ ୧, ୯ରୁ ୧, ୧୦ରୁ ୧, ୪ରୁ ୨, ୧୮ରୁ ୨, ୭ରୁ ୩, ୫ରୁ ୫, ୧୧ରୁ ୫, ୧୯ରୁ ୫, ୬ରୁ ୬, ୨୧ରୁ ୬, ୧୫ରୁ ୭, ୨୦ରୁ ୧୨ ଓ ୨ରୁ ୧୩ ସଂକ୍ରମିତ ହୋଇଛନ୍ତି ।

ସେହିପରି ଆଗଲପୁର ବ୍ଲକରୁ ୭, ବଲାଙ୍ଗିର ବ୍ଲକରୁ ୨୧, ବଙ୍ଗୋମୁଣ୍ଡା ବ୍ଲକରୁ ୧୮, ବେଲପଡ଼ା ବ୍ଲକରୁ ୧୫, ଦେଓଗାଁ ବ୍ଲକରୁ ୨୯, ଗୁଡ଼ଭେଲା ବ୍ଲକରୁ ୩୨, କଂଟାବାଂଜି ଏନ୍‌ଏସି.ରୁ ୪, ଖପ୍ରାଖୋଲ ବ୍ଲକରୁ ୩, ଲୋଇସିଂହା ବ୍ଲକରୁ ୧୦, ପାଟଣାଗଡ଼ ବ୍ଲକରୁ ୫, ପୁଇଁନ୍ତଲା ବ୍ଲକରୁ ୧୦, ସଇଁନ୍ତଲା ବ୍ଲକରୁ ୧୩, ଟିଟିଲାଗଡ଼ ବ୍ଲକରୁ ୨, ଟିଟିଲାଗଡ଼ ମ୍ୟୁନିସିପାଲିଟିରୁ ୫, ତୁରେକେଲା ବ୍ଲକରୁ ୩୯ ଓ ତୁଷୁରା ଏନ୍‌ଏସି.ରୁ ୧୨ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

yuvodaya
Leave A Reply

Your email address will not be published.