ଲକ୍‌ଡାଉନ ଆମ ସମସ୍ତଙ୍କ ସୁରକ୍ଷା ପାଇଁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ୨ୟ ଲହରକୁ ରୋକିବା ପାଇଁ ରାଜ୍ୟ ସରକାର ଲକଡାଉନ୍ ଅବଧି ବଢାଇଛନ୍ତି । ଏହା ଆମ ନିଜର ତଥା ନିଜ ପରିବାରର ସୁରକ୍ଷା ପାଇଁ ଉଦ୍ଦିଷ୍ଟ । ସମସ୍ତେ ଲକଡାଉନ୍ ନିର୍ଦ୍ଦେଶାବଳୀ ନିଷ୍ଠାର ସହ ପାଳନ କରନ୍ତୁ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.