ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲାର କଣ୍ଟାମାଲ ଅଞ୍ଚଳରେ ଅପରାହ୍ନରେ କାଳ ବୈଶାଖୀ ବର୍ଷା ହୋଇଛି । ୩୦ ରୁ ୪୦ କିମି ବେଗରେ ପବନ ବୋହିବାରୁ କେତେ ଚାଷୀଙ୍କ ଡାଲୁଆ ଧାନ କିଛି ପରିମାଣରେ ନଷ୍ଟ ହୋଇଯାଇଛି । ଅନ୍ୟପକ୍ଷରେ ଆମ୍ବ, ପନିପରିବା ମଧ୍ୟ ଖୁବ ନଷ୍ଟ ହୋଇଯାଇଥିବା ଖବର ମିଳିଛି । ଦୁଇଦିନ ପୂର୍ବରୁ ବର୍ଷା ହୋଇଥିବା ବେଳେ ଏହି ବର୍ଷା ବି ପ୍ରବଳ ଗରବକୁ ଖୁବ୍ ଆଶ୍ୱସ୍ତି ଦେଇଛି ।
Prev Post