ଲର୍କିପାଲି ଜଳଛତ୍ର : ମାଠିଆ ନାହିିଁ କି ପାଣି ନାହିିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଳଛତ୍ର ଅଛି, ହେଲେ ମାଠିଆ ନାହିିଁ କି ପାଣି ବି ନାହିିଁ । ଏପରି ଏକ ଦୃଶ୍ୟ ସ୍ଥାନୀୟ ଲର୍କିପାଲି ସରକାରୀ ଆଇଟିଆଇ ପାଖ ଜଳଛତ୍ରରେ ଦେଖିବାକୁ ମିଳିଛି । ସ୍ଥାନୀୟ ଯୁବକମାନେ ଏ ସଂପର୍କରେ ସୂଚନା ଦେଇଛ‌ନ୍ତି । ବର୍ତ୍ତମାନ ବଲାଙ୍ଗିର ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରକୁ ଡେଇଁଥିବା ବେଳେ ଜଳଛତ୍ର ମରିଚିକା କିଭଳି ଦାଉ ସାଧୁଛି, ତାହାର ଏକ ବିରଳ ଉଦାହରଣ ହୋଇପାରେ ଏହି ଅଭାବନୀୟ ଘଟଣା । ଜି‌ଲ୍ଲା ପ୍ରଶାସନ ଦୃ‌ଷ୍ଟି ଦେବାକୁ ସାଧାରଣରେ ଦାବୀ ।

Leave A Reply

Your email address will not be published.