jsm

ପ୍ରକୃତି ପ୍ରେମୀ ସମ୍ମାନରେ ସ‌ମ୍ମାନିତ ହେଲେ ହୃଷିକେଶ ପାଢ଼ୀ

csstore

ଡେଲାଙ୍ଗ : (ଦିଲ୍ଲୀପ କୁମାର ଧଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଳକଣା ଗ୍ରାମର ଆଇନଜୀବୀ ତଥା ପରିବେଶବିତ ହୃଷିକେଶ ପାଢ଼ୀଙ୍କୁ ଶ୍ରୀ ଶ୍ରୀ ସତ୍ୟନାରାୟଣ ଦେବ ସାରସ୍ୱତ ଉତ୍ସବ ଗଡ଼ମୋଟରୀ ଠାରେ ପୂର୍ବତନ ସୂଚନା କମିସନର ସମାଜସେବୀ ଜଗଦାନନ୍ଦ, ମହେନ୍ଦ୍ର ହରିଚନ୍ଦନ, ଗାଳ୍ପିକ ମାନସ ରଞ୍ଜନ ପଟ୍ଟନାୟକଙ୍କ ଗହଣରେ ପ୍ରକୃତି ପ୍ରେମୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଶ୍ରୀ ପାଢ଼ୀଙ୍କର ପରିବେଶ ସୁରକ୍ଷା ବ୍ୟାନର ସ୍ୱଛତା ଓ ବୃକ୍ଷ ରୋପଣ ଅତିଥି ମାନଙ୍କ ଦ୍ୱାରା ଲୋକାର୍ପଣ ହୋଇଥିଲା । ସମବେତ ଜନତାଙ୍କୁ ପରିବେଶ ସୁରକ୍ଷା ପାଇଁ ଗୋଟେ ଗୋଟେ ଗଛ ଲଗାଇବା ପାଇଁ ଶ୍ରୀ ପାଢ଼ୀ ନିବେଦନ କରିଥିଲେ । ଗଛ ହସିଲେ ଜଗତ ହସେ ପୁସ୍ତକ ଶ୍ରୀ ପାଢ଼ୀଙ୍କର ଜନାଦୃତ ହେଉଥିବା ବେଳେ ଆମେ ହସାଇବା ଆମ ପରିବେଶ ପୁସ୍ତକ ପ୍ରକାଶ ପ୍ରତୀକ୍ଷାରେ ରହିଛି ।

yuvodaya
Leave A Reply

Your email address will not be published.