କରୋନାରେ ଚାଲିଗଲେ ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରଣଜିତ ସିହ୍ନା

ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ହୋଇ କରେନା ସଂକ୍ରମଣ ବଢିବାକୁ ଲାଗିଥିବା ବେଳେ ସେହି ଅନୁପାତରେ ମୃତ୍ୟୁ ସଂଖ୍ୟା ବି ବଢ଼ୁଛି । ତେବେ କରୋନାରେ ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରଣଜିତ ସିହ୍ନାଙ୍କ ଆଜି ସକାଳେ ଦିଲ୍ଲୀରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗୁରୁବାର ରାତିରେ ରଣଜିତ ସିହ୍ନା କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଥିଲା ବେଳେ ଆଜି ଦେହାନ୍ତ ହୋଇଛି ।

Leave A Reply

Your email address will not be published.