csstore

ବରଗଡ଼ ଜିଲ୍ଲା ଏବିଭିପିର ବୈଠକ ଅନୁଷ୍ଠିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ସର‌ସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ହିନ୍ଦୀ ବିଭାଗ ଠାରେ ଏବିଭିପି ବରଗଡ଼ ଜିଲ୍ଲା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ବଲପୁର ବିଭାଗ ସଂଗଠନ ସମ୍ପାଦକ ନିକୁଞ୍ଜ ବିହାରୀ ପଣ୍ଡା, ଜିଲ୍ଲା ସଂଯୋଜକ ମାଣିକେ‌ଶ୍ୱର ବାଗ, ସମ୍ବଲପୁର ବିଭାଗ ପ୍ରମୁଖ ତୁଷାରକାନ୍ତ ଦେହେରୀ, ବରଗଡ଼ ନଗର ଉପସଭାପତି ହେମନ୍ତ ପଧାନ, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ନୂତନ ପଧାନ, ରାଜ୍ୟ ସହ ସମ୍ପାଦିକା ଯାଜ୍ଞସେନୀ ମହାପାତ୍ର, ବରଗଡ଼ ନଗର ପ୍ରମୁଖ ଶ୍ୟାମସୁନ୍ଦର ଜାଲ, ଅନୁପମା ସେଠ, ଆଲୋକ ଦାଶ, ଅତାବିରା ନଗରର ଶାଳିନୀ ସ୍ୱାଇଁ, ଅଚ୍ୟୁତ ମାଝୀ, ଶ୍ରବଣ ପରିଚ୍ଛା, ମନୋରଞ୍ଜନ ସାହୁ ଆଦି କାର୍ଯ୍ୟକ‌ର୍ତ୍ତାଗଣ ଉପସ୍ଥିତ ରହି ବୈଠକରେ ବିଭିନ୍ନ ସମସ୍ୟାର ସମାଧାନ ମଧ୍ୟ କରିଥିଲେ ।

jayashree
Leave A Reply

Your email address will not be published.