oom

ତୋରା ଫୁଲ ଗୋସପେଲ ଚର୍ଚ ପକ୍ଷରୁ ରାସ୍ତା ନିର୍ମାଣ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ତୋରା ସ୍ଥିତ ଫୁଲ ଗୋସପେଲ ଚର୍ଚ ପକ୍ଷରୁ ଫୁଟବଲ ପଡ଼ିଆ ସଫେଇ ଓ ରାସ୍ତା ନିର୍ମାଣ କାର୍ୟ୍ୟ ଆରମ୍ଭ କରିଥିଲେ । ଚର୍ଚର ଯୁବା ସଭ୍ୟମାନେ ଆଜି ସକାଳୁ ଶ୍ରମ ଦାନ କରି ପଡିଆ କଡ଼ରେ ଥିବା ଅଳିଆ ଆବର୍ଜ୍ଜନା ପରିସ୍କାର କରିବା ସହ ପଡ଼ିଆ କଡ଼ରେ ରାସ୍ତା ନିର୍ମାଣର ଆରମ୍ଭ କରିଥିଲେ ।

ଏଠାରେ ସୂଚନା ଯୋଗ୍ୟ ଯେ ଉକ୍ତ ରାସ୍ତା ନିର୍ମାଣ ପାଇଁ ପଞ୍ଚାୟତ ଅଫିସରେ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ବ୍ୟବସ୍ଥା କରା ନଯିବାରୁ ଚର୍ଚର ଯୁବା ସଭ୍ୟ ମାନେ ନିଜ କାର୍ୟ୍ୟ ନିଜେ କର ନୀତି ରେ ରାସ୍ତା ନିର୍ମାଣ କାର୍ୟ୍ୟ ଆରମ୍ଭ କରିଥିଲେ ।

jittmm
Leave A Reply

Your email address will not be published.