ଜିଲ୍ଲା ସ୍ତରୀୟ କନିଷ୍ଠ ଶିକ୍ଷକ ସଂଘର ନୂତନ କାର୍ଯ୍ୟକ‌ର୍ତ୍ତା ମନୋନୟନ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଆଜି ପାଟଣାଗଡ଼ ସ୍ଥିତ ଶିକ୍ଷକ ଭବନରେ କନିଷ୍ଠ ଶିକ୍ଷକ ସଂଘ, ବଲାଙ୍ଗିର ଦ୍ୱାରା ଏକ ସଭା ଆୟୋଜିତ ହୋଇଥିଲା । ଅମରେନ୍ଦ୍ର ବାଗ‌ଙ୍କ ସଭାପତିତ୍ୱରେ ଏବଂ ସର୍ବ ସମ୍ମତି କ୍ରମେ ଜିଲ୍ଲା ସ୍ତରୀୟ ନୂତନ ସଂଘ ଗଠନ କରି ବିଭ‌ନ୍ନ ପଦବୀ ଗୁଡିକ ଚୟନ କରାଯାଇଥିଲା । ସଭାପତି ଭାବେ ରାୟଦତ୍ତ ବିଶ୍ୱାଳ, ସମ୍ପାଦକ ଭାବେ ସଂଜୀବ ସାହୁ, ମହାସଚିବ ଭାବେ ସଚିନ ସେଠ, କାର୍ୟ୍ୟକାରୀ ସଭାପତି ଭାବେ ଲିଜିତା ସାହୁ, ବାଳଗୋପାଲ ମିଶ୍ର, ରଜତ ଛତର, କୋଷାଧ୍ୟକ୍ଷ ଭାବେ ପ୍ରହଲ୍ଲାଦ ସୁନା, ଗଣମାଧ୍ୟମ ସଂଯୋଜକ ଭାବେ ବିଶ୍ୱନାଥ ପଧାନ, ରାଜ୍ୟ ସଂଘ ପ୍ରତିନିଧି ଭାବେ ନେତ୍ରାନନ୍ଦ ପଧାନ, ଉପଦେଷ୍ଟା ମଣ୍ଡଳୀ ଭାବେ ଅମରେନ୍ଦ୍ର ବାଗ, ଜ୍ୟୋତିପ୍ରକାଶ ଷଡଙ୍ଗୀ, ଦେବାଶିଷ ସାହୁ, ରାଜେଶ ସାହୁ ମନୋନୀତ ହୋଇଥିଲେ ।

jittmm
Leave A Reply

Your email address will not be published.