ତରଭା ବ୍ଳକରେ ଭାରତ ବନ୍ଦର ବିଶେଷ ପ୍ରଭାବ

ତରଭା, (ଜିତେନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକରେ ମଧ୍ୟ ଆଜି ଭାରତ ବନ୍ଦର ପ୍ରଭାବ ବିଶେଷ ଭାବରେ ପଡିଛି । ଜିଏସଟି ସମସ୍ୟାକୁ ନେଇ ଆଜି ସମଗ୍ର ଭାରତର ବ୍ୟବସାୟ ସଂଘର ବାର୍ତ୍ତାକୁ ସମର୍ଥନ ଦେଇ ତରଭା ବ୍ୟବସାୟ ସଂଘ ମଧ୍ୟ ସୁଚାରୁ ରୂପେ ବନ୍ଦ ପାଳନ କରିଛନ୍ତି । ଜିଏସଟି ଜଟିଳତା ପାଇଁ ବ୍ୟବସାୟୀମାନେ ଆର୍ଥିକ ଓ ମାନସିକ ସ୍ତରରେ ଶୋଷଣ ହେଉଥିବାରୁ ବ୍ୟବସାୟ କରିବା କାଠିକର ହୋଇଗଲାଣି ବୋଲି ତରଭା ବ୍ୟବସାୟୀ ସଂଘ କହୁଛନ୍ତି । କେବଳ ଜରୁରୀକାଳିନ ଦୋକାନ ଗୁଡ଼ିକ ଖୋଲା ହୋଇଥିବାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.