ଦ୍ୱିତୀୟ ସାଲବେଗ ସ୍ମୃତି ସମାରୋହ ଅନୁଷ୍ଠିତ

ନୟାଗଡ଼ : ନୟାଗଡ଼ ସାଲବେଗ କଲ୍‌ଚର୍‌ ତରଫରୁ ହିନ୍ଦୁ ମୁସ୍‌ଲିମ୍‌ ଓ ସଂହତିର ପ୍ରତୀକ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ସଂଗୀତଜ୍ଞ ସ୍ୱର୍ଗତ ଭିକାରୀ ମହମ୍ମଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ତାଙ୍କ ଜନ୍ମସ୍ଥାନ ଖଣ୍ଡପଡ଼ାଠାରେ ଦ୍ୱିତୀୟ ସାଲବେଗ ସ୍ମୃତି ସମାରୋହ ଆୟୋଜିତ ହୋଇଯାଇଛି । ଏହି ସମାରୋହରେ ବହୁ ସଂଗୀତପ୍ରେମୀ, ଶ୍ରଜଗନ୍ନାଥ ଭକ୍ତି ଓ ଶ୍ରଦ୍ଧାଳୁ ତଥା ଭିକାରୀ ମହମ୍ମଦ ପ୍ରେମୀ ଯୋଗଦାନ କରିଛନ୍ତି ।

Leave A Reply

Your email address will not be published.