jsm

ଆଇନଜୀବୀ ଉମାକାନ୍ତ ସାହୁ ହେଲେ ଜିଲ୍ଲା କଂଗ୍ରେସ ଲିଗାଲ୍‌ ସେଲ୍‌ ସଭାପତି

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରଦେଶ କଂଗ୍ରେସ ଲିଗାଲ୍‌ ସେଲ୍‌ ସଭାପତି ଆଇନଜୀବୀ ସୁରେନ୍ଦ୍ର ନାଥ କର ବଲାଙ୍ଗିର ଜିଲ୍ଲା କଂଗ୍ରେସ ଲିଗାଲ୍‌ ସେଲ୍‌ ସଭାପତି ଭାବେ ଆଇନଜୀବୀ ଉମାକାନ୍ତ ସାହୁଙ୍କୁ ମନୋନୀତ କରିଛନ୍ତି । ନବ ମନୋନୀତ ଶ୍ରୀ ସାହୁ ନିଜ ତରଫରୁ ରାଜ୍ୟ ଲିଗାଲ୍‌ ସେଲ୍‌ ସଭାପତି ସୁରେନ୍ଦ୍ର ନାଥ କର, ବିଧାୟକ ଦଳ ନେତା ନରସିଂହ ମିଶ୍ର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଯୁବନେତା ସମରେନ୍ଦ୍ର ମିଶ୍ରଙ୍କୁ କୃତଜ୍ଞତା ଜଣାଇବା ସହ ଆଗାମୀ ଦିନରେ ସଂଗଠନ ମଜବୁତ କରିବା ପାଇଁ କହିଥିଲେ ।

yuvodaya
Leave A Reply

Your email address will not be published.