କୁଠୁର୍ଲା ଦୁଗ୍ଧ ଉତ୍ପାଦକ କେନ୍ଦ୍ରକୁ ବଲାଙ୍ଗିର ଜିଲ୍ଲାପାଳଙ୍କ ପରିଦର୍ଶନ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ବଲାଙ୍ଗିର ସଦର ବ୍ଲକ ଭୁତିଆରବାହାଲ ପଞ୍ଚାୟତର କୁଠୁର୍ଲା ଦୁଗ୍ଧ ଉତ୍ପାଦକ କେନ୍ଦ୍ରକୁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ପରିଦର୍ଶନ କରି ଗୋ-ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି । ଓମଫେଡର ଜିଏମ ଡ଼ା. ସରୋଜ ସାହୁ ଓ ବିକେଏନର କର୍ମଚାରୀମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ । ବିକେଏନ ସୁପରଭାଇଜର ଧୁବେଇ ପୋଢ଼ ପ୍ଲାଣ୍ଟ ବିଷୟରେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ।

Leave A Reply

Your email address will not be published.