ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଆରଡବ୍ଲୁଏସଏସ କିରାଣୀ

ଜଗତସିଂହପୁର : ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଆରଡବ୍ଲୁଏସଏସ କିରାଣୀ ବୋଲି ଖବର ମଳିଛି । ସୂଜନା ଯୋଗ୍ୟ ଯେ, ପେନସନ ପେପର କରାଦେବା ନାଁରେ ଅବସରପ୍ରାପ୍ତ କର୍ମଚାରୀ ବସନ୍ତ ବାରିକଙ୍କ ଠାରୁ ଜଗତସିଂହପୁର ଆରଡବ୍ଲୁଏସଏସ କିରାଣୀ ଅମରେନ୍ଦ୍ର ଆଚାର୍ୟ୍ୟ ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ କିରାଣୀ ଆଚାର୍ୟ୍ୟ । ତେବେ କିରାଣୀ ଆଚାର୍ୟ୍ୟଙ୍‌ଙ୍କୁ ଗିରଫ କରିବା ସହ ଦୁଇ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ‌ ।

Leave A Reply

Your email address will not be published.