jsm

ଆୟ ବହିଃର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ

csstore

ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) : ଆୟ ବହିଃର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ଉତ୍ତର ବନଖଣ୍ଡ ଭଟାଙ୍ଗପଦର ରେଞ୍ଜ ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ଭବାନୀପାଟଣା ସହରର ହିଲ ଟାଉନ ସ୍ଥିତ ସାଇ ନଗର ଠାରେ ଥିବା ତିନି ମହଲା କୋଠା, ଜୁନାଗଡ଼ ବ୍ଲକ ଦେଉଣ୍ଡିର ପୈତୃକ ଘର ଏବଂ ଭଟାଙ୍ଗପଦର କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗର ଚଢ଼ାଉ ଜାରି ରହିଛି । ସକାଳ ୬ଟାରୁ ଏକକାଳୀନ ତିନିଟି ସ୍ଥାନରେ ଚଢାଉ କରିଛନ୍ତି ଭିଜିଲାନ୍ସ ଟିମ୍ ।

yuvodaya
Leave A Reply

Your email address will not be published.