ଭୁବନେଶ୍ୱର, (କେପିଏନ୍ଏସ୍) : ଭୁବନେଶ୍ୱର ଜନତା ମଇଦାନରେ ୧୫ଦିନ ଧରି ଚାଲିଥିବା ଜାତୀୟ ତୋଷାଳି ହସ୍ତତନ୍ତ ମେଳା ଗତକାଲି ଉଦଯାପିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତୀ ଡଃ ଏସ୍ ମୂରଲୀଧର ତୋଷାଳି ମେଳା ପରିସର ବୁଲି ଦେଖିଥିଲେ। କୋଭିଡ୍ ପରିସ୍ଥିତିରେ ଆୟୋଜିତ ଏହି ମେଳାରେ ୧୨ କୋଟି ଟଙ୍କାର କାରବାର ହୋଇଛି । ରାଜ୍ୟ ସୂଚନା ଓ ଲୋଜ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।
Prev Post