ବଡଡୁଙ୍ଗୁରିପାଲିରେ ଗିରିଗୋବର୍ଦ୍ଧନ ପୂଜା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଓ ସାଲେପାଲି ପଞ୍ଚାୟତ ସ୍ତରୀୟ ଯାଦବ ସମାଜର କର୍ମକର୍ତ୍ତାଙ୍କ ଦ୍ଵାରା ବଡଡୁଙ୍ଗୁରିପାଲିରେ ଗିରିଗୋବର୍ଦ୍ଧନ ପୂଜା ଆୟୋଜିତ ହୋଇଯାଇଛି । ଏଥିରେ ବ୍ୟାସ ପ୍ରଶାନ୍ତ ମିଶ୍ରଙ୍କ ଦ୍ଵାରା ଗୋପଳୀଲା ପଠନ କରାଯାଇଥିଲା । କମିଟିର ସଦସ୍ୟ ଦୀନବନ୍ଧୁ ମନହିରା, ଗଣ୍ଡାରାମ କପାଟ, ମହେନ୍ଦ୍ର ବାଗ, କାଳିଆ ମନହିରା, କାନ୍ତ ଘୀବେଲା, ଗୁରୁବାର କପାଟ, ବିଭୀଷଣ ନାଗ, ହେମନ୍ତ ମନହୀରା ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.