ଆଜି ପୋଲିଓ ଦିବସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ୩୧ ଜାନୁୟାରୀ ଅର୍ଥାତ ପୋଲିଓ ଦିବସ ଉପଲକ୍ଷେ ସନ୍ତାନର ସୁରକ୍ଷା ପାଇଁ ଆଗରୁ ଯେତେଥର ପୋଲିଓ ବୁନ୍ଦା ଖାଇଥିଲେ ମଧ୍ୟ ଏଥର ନିଶ୍ଚୟ ଖୁଆନ୍ତୁ । ଅଧିକ ଜାଣିବାପାଇଁ ସ୍ବାସ୍ଥ୍ୟକର୍ମୀ, ଆଶା କିମ୍ବା ଅଙ୍ଗନୱାଡ଼ି କର୍ମୀଙ୍କୁ ଯୋଗାଯୋଗ କରନ୍ତୁ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.