csstore

କୋରାପୁଟ ସଦର ମହକୁମାରେ ମହାତ୍ମାଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ

କୋରାପୁଟ : କୋରାପୁଟ ଜିଲ୍ଲା ସଦର ମହକୁମା ବସଷ୍ଟାଣ୍ଡ ନିକଟରେ ଥିବା ଗାନ୍ଧୀପାର୍କରେ ଅବସ୍ଥାପିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂ‌ର୍ତ୍ତିରେ କୋରାପୁଟ ଜିଲ୍ଲା ସ୍ୱାରକୀ କମିଟି ଓ ନଗର କଂଗ୍ରେସ କମିଟି ତରଫରୁ ମହାତ୍ମାଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏଥିରେ ଭବାନୀ ଶଙ୍କର ମିଶ୍ର, ଅରୁଣ କୁମାର ଦାଶ, ଆର .କେ.ଶର୍ମା, ଭଗବାନ ବାହିନିପତି, ବାବୁଲା ବେନିଆ, ରୁପକ ତୁରୁକ, ମନୋଜ ଆଚାର୍ୟ୍ୟ, ଜୟନ୍ତ କୋଚିନ, ପୂର୍ବତନ ବିଧାୟକ ନିମାଁଇ ସରକାର, ଏ.କେ.ବେହେରା, ସତ୍ୟ ନାରାୟଣ ପ୍ରଧାନ ପ୍ରମୁଖ ଯୋଗଦେଇ ପୁଷ୍ପମାଲ୍ୟାର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ ।

jayashree
Leave A Reply

Your email address will not be published.