ମୋବଇଲ ଟର୍ଚ୍ଚ ଲାଇଟରେ ମିଳିତ ଜନ ଅଭିଯୋଗ ଶୁଣାଣି

ଭଦ୍ରକ : ମୋବାଇଲ ଟର୍ଚ୍ଚ ଲାଇଟରେ ମିଳିତ ଜନ ଅଭିଯୋଗ ଶୁଣାଣି । ମୋବଇଲ ଲାଇଟରେ ଜିଲ୍ଲାପାଳ ପଢିଲେ ଅଭିଯୋଗ ମୋବାଇଲ ଟର୍ଚ୍ଚ ଲାଇଟରେ ମିଳିତ ଜନ ଅଭିଯୋଗ ଶୁଣାଣି । ମୋବଇଲ ଲାଇଟରେ ଜିଲ୍ଲାପାଳ ପଢିଲେ ଅଭିଯୋଗ । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଟାଉନହଲରେ ଚାଲୁଥିବା ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣିରେ । ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିଲା । ମୋବାଇଲ ଟର୍ଚ୍ଚ ଲାଇଟରେ ଜିଲ୍ଲାପାଳ ଲୋକଙ୍କ ଅଭିଯୋଗ ପଢିବା ସହ ଲୋକଙ୍କ ଅଭିଯୋଗ ଶୁଣୁଥିଲେ । ମିଳିତ ଜନ ଅଭିଯୋଗ ଶୁଣାଣିରେ ଭଦ୍ରକ ଜିଲ୍ଲାପାଳ ଦିଲିପ ରାଉତରାୟଙ୍କ ସମେତ ଭଦ୍ରକ ଏସପି ମନୋଜ ରାଉତ, ଉପଜିଲ୍ଲାପାଳ, ସିଡିଏମଓ, ପିଡି, ତହସିଲଦାର ଓ ସମସ୍ତ ବିଭାଗର ମୁଖ୍ୟ ଅଧିକାରୀମାନେ ଊପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.