ପଞ୍ଚମ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ

ଭୁବନେଶ୍ୱର : ପଞ୍ଚମ, ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ନିୟମ । ଫେଲ ହେଲେ ପରବର୍ତ୍ତି ଶ୍ରେଣୀକୁ ଆଉ ଯାଇ ପାରିବେନି । ଆଉ ଥରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ପଡିବ । ୨ ମାସ ଭିତରେ ଆଉ ଥରେ ପରୀକ୍ଷା ଦେବାକୁ ପଡିବ। ଯଦି ପାସ ହେବେ ତେବେ ପରର୍ବତ୍ତୀ ଶ୍ରେଣୀରେ ପଢିବେ । ଫେଲ ହେଲେ ସେହି ସମାନ ଶ୍ରେଣୀରେ ପୁଣି ଥରେ ପଢିବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିୟମ ଲାଗୁ କରାଯାଇଛି ।

jittmm
Leave A Reply

Your email address will not be published.