କୋଟିଏ ଟଙ୍କାର ବ୍ରାଉନ୍‌ସୁଗାର ଜବତ କଲା ଏସଟିଏଫ୍‌

ଭଦ୍ରକ : କୋଟିଏ ଟ‌ଙ୍କାର ବ୍ରାଉନସୁଗାର ଜବତ କରିଛି ଏସଟିଏଫ୍‌ ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଭଦ୍ରକ ଜିଲ୍‌ଲ୍ଲା ଚାନ୍ଦବାଲି ଠାରେ ଏସ୍‌ଟିଏଫ୍‌ ପକ୍ଷରୁ ଚଢ଼ଉ କରାଯାଇ ୧ କେଜି ୧୪୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିବା ସହ ମାମଲାରେ ସଂପୃ‌କ୍ତ ଅଭିଯୁକ୍ତ ମୀରୁ ମୀନହାଜ କ୍ୱାଦ୍ରିକୁ ଗିଫ କରିଛି । ଜବତ କରାଯାଇଥିବା ବ୍ରାଉନସୁଗାରର ଅନୁମାନିକ ମୂଲ୍ୟ ୧ କୋଟି ୧୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.