jsm

୧୮ ଲିଟର ଦେଶୀ ମଦ ଜବତ : ଜଣେ ଗିରଫ

csstore

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ମହଖଣ୍ଡ ପଂଚାୟତ ମହଖଣ୍ଡ ଗାଁରେ ଚାଲିଥିବା ବେଆଇନ ଦେଶୀ ମଦ ବିକ୍ରି ଅଭିଯୋଗରେ ଜଣେ ଗିରଫ । ସୂଚନା ଅନୁସାରେ ମହଖଣ୍ଡ ଗାଁର ହୃଦ ମହାନନ୍ଦ ପଣ୍ଡା ଦୀର୍ଘଦିନରୁ ବେଆଇନ ଦେଶୀ ମଦ କାରବାର ଚଳାଇ ଥିଲେ । କଣ୍ଟାବାଞ୍ଜି ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଅତର୍କିତ ଚଢ଼ାଉ କରି ୧୮ ଲିଟର ଦେଶୀ ମଦ ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହଜାତକୁ ପଠାଇ ଦିଆଯାଇଛି ।

yuvodaya
Leave A Reply

Your email address will not be published.