ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବେଲପଡ଼ା ବ୍ଲକ ବେଲପଡ଼ା ଗ୍ରା.ପ., ଲୋଇସିଂହା ବ୍ଲକ କନ୍ଧାଜୁରୀ ଗ୍ରା.ପ., ପୁଇଁନ୍ତଲା ବ୍ଲକ ଖଲିଆପାଲି ଗ୍ରା.ପ., ସଇଁନ୍ତଲା ବ୍ଲକ ଶିଶକେଲା ଗ୍ରା.ପ. ଏବଂ ତୁରେକେଲା ବ୍ଲକ ବୁରୋମାଲ ଗ୍ରା.ପ.ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.