ପିକ୍‌ଅପ୍‌ ଭ୍ୟାନ୍ ଓ ବାଇକ୍ ମୁହାଁମୁହିଁ ଧକ୍କା : ବାଇକ୍ ଆରୋହୀ ମୃତ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ଲଖନା ଥାନା ଅନ୍ତର୍ଗତ କୁରୁମପୁରି ଏବଂ ଦଳଦଳି ମଝିରେ ୩୫୩ ନମ୍ୱର ଜାତୀୟ ରାଜପଥରେ ପିକ୍‌ଅପ୍‌ ଭେନ୍ ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳ ବାଇକ୍ ଆରୋହୀ ଚଣକ ସିନାପାଲି ବ୍ଲକ ଚଳନା ଗ୍ରାମର ରମେଶ ଖେତ୍ରି ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.