csstore

ପଦ୍ମପୁର ରାଜବାଟି ଶାରଦୀୟ ଦୁର୍ଗାପୂଜା

  • ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଇ ମାଁଙ୍କୁ ଦର୍ଶନ କଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଐତିହ୍ୟ ପରମ୍ପରା ବିରତ୍ୱ ରାଜବାଟି ଠାରେ ଅବସ୍ଥିତ ଶାରଦୀୟ ଦୁର୍ଗାପୂଜା ଦୁର୍ଗା ମଣ୍ଡପକୁ ଆଜି ବରଗଡ ସାଂସଦ ପ୍ରଦୀପ କୁମାର ପୁରୋହିତ ଯୋଗଦେଇ ଜଗତଜନନୀ ମାଁ ଦୁର୍ଗାଙ୍କୁ ଦର୍ଶନ କରି ମାଁଙ୍କ ଆଶୀର୍ବାଦ ନେଇଥିଲେ । ଅଞ୍ଚଳର ବିକାଶ ଦିଗରେ ମାଁ ଠାରେ ପ୍ରାର୍ଥନା କରିଥିଲେ । ସାଂସଦ ଶ୍ରୀ ପୁରୋହିତଙ୍କ ସହ ପଦ୍ମପୁର ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୋଇ, ବିଜେପି ନେତା ସୁନୀଲ କୁମାର ଅଗ୍ରୱାଲ, ଅଶୋକ ମିଶ୍ର, ଚିନ୍ମୟ ପଣ୍ଡା, ପ୍ରତାପ ନାଥ, ନିରୋଜ କୁମାର ଦାଶ, ସୁବ୍ରତ ସାହୁ, ପ୍ରମୋଦ ମେହେରଙ୍କ ସହିତ ବରିଷ୍ଟ କାର୍ଯ୍ୟକର୍ତ୍ତା ମାନେ ମାଁ ଦୁର୍ଗାଙ୍କ ଆଶୀର୍ବାଦ ନେଇଥିଲେ ।

jayashree
Leave A Reply

Your email address will not be published.