ପୂର୍ବତନ ବିଧାୟକ ଧନେଶ୍ଵର ମାଝୀଙ୍କ ଦେହାନ୍ତ

କଳାହାଣ୍ଡି : କଳାହାଣ୍ଡିର ପୂର୍ବତନ ବିଧାୟକ ଧନେଶ୍ଵର ମାଝୀଙ୍କ ପରଲୋକ । ୮୪ ବର୍ଷ ବୟସରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁ ଖବର ପାଇ ରାଜନୈତକ ମହଲରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁଯାୟୀ, ଆଜି ସକାଳେ କେସିଙ୍ଗା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସ୍ୱର୍ଗତ ଧନେଶ୍ଵର ମାଝୀଙ୍କ ଦେହାନ୍ତ ହୋଇଯାଇଛି । ଶ୍ରୀ ମାଝୀ କେସିଙ୍ଗା ଓ ନର୍ଲାରୁ ୫ ଥର ବିଧାୟକ ହୋଇଥିଲେ ଏବଂ ରାଜ୍ୟସଭାରେ ସାଂସଦ ମଧ୍ୟ ଥିଲେ।ଥିଲେ।

Leave A Reply

Your email address will not be published.