ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତା ନ୍ୟାହୁଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, (ପିଆଇବି) : ପଶ୍ଚିମ ଏସିଆର୍‌ ସାମ୍ପ୍ରତିକ ପରିସ୍ଥିତିକୁ ଲକ୍ଷ୍ୟ କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ ଯୋଗେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥା ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :
‘ପ୍ରଧାନମନ୍ତ୍ରୀ ଅଦ୍ଭରଗ୍ଧଦ୍ଭଚ୍ଚବଷଙ୍କଙ୍କ ସହ ପଶ୍ଚିମ ଏସିଆର୍‌ ସାମ୍ପ୍ରତିକ ପରିସ୍ଥିତି ବାବଦରେ କଥା ହେଲି । ଆମ ବିଶ୍ୱରେ ଆତଙ୍କବାଦର ସ୍ଥାନ ନାହିଁ । ଆଞ୍ଚଳିକ ଉତ୍ତେଜନାକୁ ପ୍ରଶମିତ କରି ସମସ୍ତ ପଣବନ୍ଦୀଙ୍କ ମୁକ୍ତିକୁ ନିଶ୍ଚିତ କରାଯିବା ହିଁ ଗୁରୁତ୍ୱପୂର୍ଣ୍ଣ । ସଂପୃକ୍ତ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା କରିବା ପ୍ରଚେଷ୍ଟାକୁ ଭାରତ ସମର୍ଥନ କରୁଛି ।

Leave A Reply

Your email address will not be published.