oom

ପୋଲିସକୁ ମିଳିଲା ବଡ ସଫଳତା : ୬ ଲୁଟେରା ଗିରଫ

jsmm

ପୁରୀ, (କେପିଏନ୍‌ଏସ୍‌) : ରାଜ୍ୟରେ ଲୁଟେରାଙ୍କ ରାଜ୍‌ ବଢିଚାଲିଥିବା ବେଳେ ଆଜି ସତ୍ୟବାଦୀ ପୋଳିସକୁ ମିଳିଛି ଏକ ବଡଫଳତା । ଆନ୍ତଃଜିଲ୍ଲା ଗ୍ୟାଙ୍ଗ୍‌ର ୬ ଲୁଟେରାକୁ ଗିରଫ କରିଛ ସତ୍ୟବାଦୀ ପୋଲିସ । ତେବେ ଗିରଫ ହୋଇଥିବା ଲୁଟେରା ମାନେ ହେଲେ ସତ୍ୟବାଦୀ ଥାନା ବଡ଼ ହାଟ ଗ୍ରାମର ପ୍ରକାଶ ବରାଳ, ପୁକେରା ଗ୍ରାମର ସନ୍ଦୀପ ପ୍ରଧାନ, ନାହଳା ଗ୍ରାମର ସିଦ୍ଧାନ୍ତ ମଲ୍ଲିକ, ଡିହସାହି ଗ୍ରାମର ଜୟନ୍ତ କୁମାର ସ୍ୱାଇଁ, ଗଡ଼ିଶାଗଦା ଥାନା ଅନ୍ତର୍ଗତ ମାରକୁଳ ପାଟଣା ଗ୍ରାମର ବିପିନ ସେଠୀ ଓ ଚନ୍ଦନପୁରର ଜିଜ୍ଞାନସ ଶେଖର ସାବତ ହୋଇଥିବା ବେଳେ । ଲୁଟେଣା ମାନଙ୍କ ଠାରୁ ୧ଟି ସୁନା ମୁଦି, ଚାରିଗୋଟି ଚୋରା ମୋବାଇଲ ଫୋନ, ପଲସର ୧୮୦ ମଟର ସାଇକେଲ, ଆପାଚି ମଟର ସାଇକେଲ ଜବତ କରିଛି ପୋଲିସ । ବିଭନ୍ନ ମାମଲାରେ ସଂପୃକ୍ତ ଅଛନ୍ତି ଏହି ଗ୍ୟାଙ୍ଗ ବୋଲି ଏସ୍‌ପି କେ ବିଶାଳ ସିଂହ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.