ମୁକ୍ତିଲାଭ କଲା ୟୁଟ୍ୟୁବ୍‌ ଚେନାଲ୍‌ରେ ‘ମୁଇ ଖାଲେ ତୁଇ ନାଲେ’

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମନୋଜ ସିଂ ଦ୍ୱାରା ଏକ ମ୍ୟୁଜିକ୍‌ ଭିଡ଼ିଓ ‘ମୁଇଁ ଖାଲେ ତୁଇ ନାଲେ’ ଏସ୍‌କେଏଫ୍‌ ପ୍ରଡକ୍‌ସନ୍‌ ପ୍ରେଜେଣ୍ଟ ସମୀର କୁମାର ଫିଲ୍ମ ଅଫିସିଆଲ ୟୁଟ୍ୟୁବ୍‌ ଚେନାଲ୍‌ରେ ଶୁଭମୁକ୍ତି ଲାଭ କରିଛି । ଏହାର ପ୍ରସ୍ତୁତିରେ କାଷ୍ଟ- ବରଗଡ଼ିଆ ମିଥୁନ୍‌ (ଗୁନୁ) ଓ ନିତୁ, ସିଙ୍ଗର- ରୁକୁ ସୁନା ଓ ମୁକ୍ତା ଚୌହାନ, ଲିରିକ୍‌ – ଶୋଭିତ ତାଣ୍ଡି, ମ୍ୟୁଜିକ୍‌ – ସମୀର ଏସ୍‌କେ, ଆରେଂଜମେଂଟ୍‌- ଜୋହନ୍‌, ମେକ୍‌ଅପ୍‌ – ବିଶ୍ୱ, ଏଡ଼ିଟ୍‌ / କଲର୍‌ – ବିଶ୍ୱଜିତ୍‌ ଫିଲ୍ମ, ଗ୍ରାଫିକ୍‌ – ୟୋର୍‌ ଚଏସ୍‌, ଆସିଷ୍ଟ – ଅମିତ ଓ ଅଭିଶେକ, ପ୍ରଡକସନ୍‌ – ହୁସେନ ଓ ରାହୁଲ, କୋ-ପ୍ରେଡ଼୍ୟୁସର – ସଚିନ ମହାପାତ୍ର, ବେଷ୍ଟ ସପୋର୍ଟ – ଅଜୟ କୁମାର ନାଗ, ପ୍ରୋଡ଼୍ୟୁସର – ସମୀର ଏସ୍‌କେ ଓ ଚିଂଟୁ ମାଝୀ, ଡ୍ରପ୍‌ – ଏମ୍‌ଆର୍‌ ପିକ୍‌ସେଲ୍‌ ସାମିଲ୍‌ ଅଛନ୍ତି ।

Leave A Reply

Your email address will not be published.