୧୭ ନମ୍ବର ରାଉଣ୍ଡରେ ଲୋଇସିଂହା ବିଜେପି ବିଧାୟକ ପ୍ରାର୍ଥୀ ମୁକେଶ ମହାଲିଙ୍ଗ ଆଗରେ

ଲୋଇସିଂହା, (କେପିଏନ୍‌ଏସ୍‌) : ୧୭ ନମ୍ବର ରାଉଣ୍ଡରେ ଲୋଇସିଂହା ବିଜେପି ବିଧାୟକ ପ୍ରାର୍ଥୀ ମୁକେଶ ମହାଲିଙ୍ଗ ବିଜେଡ଼ି ପ୍ରାର୍ଥୀ ନିହାର ବେହେରାଙ୍କୁ ପଛରେ ପକାଇ ଆଗକୁ ଛୁଟିଛନ୍ତି । ୧୭ ନମ୍ବର ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ନିହାର ୩୪୯୨୪ ଖଂଡ଼ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ମୁକେଶ ୫୩୮୨୫ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଓମ୍‌ ପ୍ରକାଶ ୧୬୭୫୫ ଭୋଟ ପାଇଛନ୍ତି ।

Leave A Reply

Your email address will not be published.