ନବୀନ କୁମାର ଜୈନ ଆଗରେ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ପଛରେ ପକାଇ ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ନବୀନ କୁମାର ଜୈନ । ୮ ନମ୍ବର ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ନବୀନ ୩୪୪୩୩ ଭୋଟ ପାଇଥିବା ବେଳେ ବିଜେଡ଼ି ପ୍ରାର୍ଥିନୀ ଟୁକୁନି୨୮୪୧୮ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ୭୦୩୯ଟି ଭୋଟ ପାଇ ତୃତୀୟ ନମ୍ବର ରହିଛନ୍ତି ।

Leave A Reply

Your email address will not be published.