jayashree

ବିଜେପି ଏଜେଣ୍ଟଙ୍କୁ ପନିକିରେ ଆକ୍ରମଣ ଅଭିଯୋଗ

ସାଲେପୁର, (କେପିଏନ୍‌ଏସ୍‌) : କଟକ ସାଲେପୁରରେ ନିର୍ବାଚନୀ ହିଂସା ଘଟିଥିବା ସୂଚନା ମିଳିଛି । ବୁଥ୍ ଭିତରେ ବିଜେପି ଏଜେଣ୍ଟଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ବିଜେପି ଏଜେଣ୍ଟଙ୍କୁ ପନିକିରେ ଆକ୍ରମଣ ଅଭିଯୋଗ କରାଯାଇଥିବା ବେଳେ ଅଭିଯୋଗ କରିଛନ୍ତି ବିଜେପି ପ୍ରାର୍ଥୀ ଅରିନ୍ଦମ ରୟ । ସାଲେପୁର ମାଳ ଶାସନ ୧୮୪, ୧୮୫ ବୁଥ୍‌ରେ ନିର୍ବାଚନୀ ହିଂସା ଘଟିଥିବା ବେଳେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ଓ ୩ ସମର୍ଥକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା କୁହାଯାଉଛି ।

Leave A Reply

Your email address will not be published.