ଆସନ୍ତା ୧୫ରୁ ମାଟ୍ରିକ ଖାତା ଦେଖା

କଟକ : ମାଟ୍ରିକ ପରୀକ୍ଷା ସରିଲା । ଆସନ୍ତା ୧୫ ତାରିଖରୁ ଖାତା ଦେଖା । ରାଜ୍ୟର ୩୧୩ଟି ନୋଡାଲ୍ ସେଣ୍ଟରରୁ ଉତ୍ତର ଖାତା ସଂଗ୍ରହ ପାଇଁ ବୋର୍ଡ ଗଠନ କରିଥିବା ଟିମ୍ ପଠାଯାଇଛି । ଆସନ୍ତା ୬ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ନୋଡାଲ ସେଣ୍ଟରରୁ ଖାତା ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚିଯିବ । ୧୫ ତାରିଖରୁ ଉତ୍ତର ଖାତା ଦେଖା ଯିବାକୁ ଥିବା ବେଳେ ଉତ୍ତରଖାତାଗୁଡିକୁ ଆସନ୍ତା ୧୩ ତାରିଖ ସୁଦ୍ଧା ୫୪ଟି ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚାଇ ଦିଆଯିବ । ଖାତା ଦେଖା ଆରମ୍ଭ ହେବାର ୧୫ ଦିନ ଭିତରେ ମୂଲ୍ୟାୟନ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.