csstore

ରେଳଷ୍ଟେସନରୁ ଉଦ୍ଧାର ହେଲା କନଷ୍ଟେବଳଙ୍କ ମୃତଦେହ : ଆତ୍ମହତ୍ୟା ନା ହତ୍ୟା କାରଣ ଅସ୍ପଷ୍ଟ

ରାୟଗଡା : ରେଲୱେ ଷ୍ଟେସନରୁ ଉଦ୍ଧାର ହେଲା ପୋଲିସ କନଷ୍ଟେବଳଙ୍କ ମୃତଦେହ । ସୂଚନା ଅନୁସାରେ ମୃତ ଈଶ୍ୱର ରାଓ ଜିଲ୍ଲା ଏସପିଙ୍କ ଘରେ ରୋଷେୟା ଭାବେ ନିୟୋଜିତ ଥିଲେ ବୋଲି ସୂଚନା ରହିଛି । ରାୟଗଡା ଏସପିଙ୍କ ବାସଭବନରେ କାର୍ଯ୍ୟରତ କୁକ୍ ବା ଏଫ୍ଓ ବି.ହରିଶଙ୍କର ରାଓଙ୍କ ସନ୍ଦେହ ଜନକ ଭାବେ ଷ୍ଟେସନ ନିକଟରୁ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରିଛି ତାହା ଏଯାଏଁ ସ୍ପଷ୍ଟ ହୋଇନି । ବର୍ତ୍ତମାନ ତାଙ୍କ ମୃତ ଶରୀର ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବ ବ୍ୟବଛେଦ ଗୃହରେ ରଖାଯାଇଛି ।

jayashree
Leave A Reply

Your email address will not be published.