ନକଲି ଜର୍ଦ୍ଦା କାରଖାନା ଠାବ, ଜଣେ ଗିରଫ

ନିଶ୍ଚିନ୍ତକୋଇଲି : ନକଲି ଜର୍ଦ୍ଦା କାରଖାନା ଠାବ । ନିଶ୍ଚିନ୍ତକୋଇଲି ନରେନ୍ଦ୍ରପୁର ପଞ୍ଚାୟତ ଫତେପୁର ଗ୍ରାମରୁ ଏକ ନକଲି ଜର୍ଦ୍ଦା କାରଖାନା ଠାବ କରାଯାଇଛି । ଏଥିରେ ସମ୍ପୃକ୍ତ ଜଣେ ବ୍ୟକ୍ତିକୁ ନେମାଳ ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ହୃଷିକେଶ ନାୟକ ।

Leave A Reply

Your email address will not be published.