csstore

ବାହୁଡା ଯାତ୍ରା ଉପଲକ୍ଷେ ପ୍ରସାଦ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର ବାହୁଡା ଯାତ୍ରା ଉପଲକ୍ଷେ ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ ଠାରେ ସାଇ ଯୁବ କ୍ଲବ ଓ ଭୂତନାଥ ଆଖଡା ତରଫରୁ ପ୍ରସାଦ ପ୍ରସ୍ତୁତ କରାଯାଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ସର୍ବଶ୍ରୀ ରାହୁଲ ମହାନ୍ତି, ସୁରଜ ଜୟଶ୍ୱାଲ, ଶିବ ବେହେରା, ଆକାଶ ପ୍ରଧାନ, ବିଶ୍ୱଜିତ ରାଉତ, ପ୍ରିତମ ପ୍ରଧାନ, ବ୍ରିଜେଶ ମାହତୋ, ଲକି ସିଂ, ସର୍ଦ୍ଦାର ସିଂ, ଶେଖର ପ୍ରସାଦ, ଗୌରୀ କୁମ୍ଭାର, ମୀନତି ଦେବତା, କଲ୍ୟାଣୀ ଦାସ, ରାଜଲକ୍ଷ୍ମୀ ପାତ୍ର, କାମିନୀ ମହନ୍ତ, ବିରେନ ପତି, ଦୁଷ୍ମନ୍ତ ରାଉତ, ସିଲୁ, ଧନ, ସଂଗ୍ରାମ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.