csstore

ବ୍ରହ୍ମପୁର ଏମ୍.କେ.ସି.ଜି.ମେଡ଼ିକାଲ କଲେଜ ଅଧ୍ୟକ୍ଷ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଗଞ୍ଜାମଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଏମ୍.କେ.ସି.ଜି.ମେଡ଼ିକାଲ କଲେଜ ଅଧ୍ୟକ୍ଷ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ମେଡିକାଲ କଲେଜ ଅଧ୍ୟକ୍ଷ ତଥା ଡିନ୍‌, ଅଧୀକ୍ଷକ, ରେଜିଷ୍ଟ୍ରାର୍‌ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ଗତକାଲି ଜିଲ୍ଲାପାଳ ଶ୍ରୀ ପରିଡ଼ା ଏକ ସମୀକ୍ଷା ବୈଠକ କରି ବିଭିନ୍ନ ଆନୁସଙ୍ଗିକ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସାଂଗକୁ ରୋଗୀଙ୍କ ସମସ୍ୟା, ମେଡ଼ିକାଲର ଉନ୍ନତିକରଣ ଉପରେ ସବିଶେଷ ଆଲୋଚନା ଉପରେ ଆଶୁ ବନ୍ଦୋବସ୍ତ ନେଇ ସମୀକ୍ଷା କରିଥିଲେ ।

jayashree
Leave A Reply

Your email address will not be published.