csstore

ଜିଲ୍ଲାରେ ବଢୁଥିବା ଅପରାଧିକ କାର୍ଯ୍ୟକଳାପକୁ ହ୍ରାସ କରିବା ପାଇଁ ବଲାଙ୍ଗିର ପୋଲିସର ତନାଘନା ତଦନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଦିନକୁ ଦିନ ଅପରାଧିଙ୍କ ଅପରାଧିକ କାର୍ୟ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ପାଇଁ ବଲାଙ୍ଗିର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ପୁଲିସ ଥାନାଗୁଡିକରେ ବଳିମ୍ବିତ ରାତ୍ରୀରେ ପୋଲିସ ପକ୍ଷରୁ ରାସ୍ତାରେ ଯାଉଥିବା ଯାନବହାନ ଗୁଡିକୁ ଚେକିଂଗ କରିବା ସହ କଡାକୁଡି କରାଯାଇଛି ପେଟ୍ରୋଲିଂ ବ୍ୟବସ୍ଥା । ଏଥିପାଇଁ ବଲାଙ୍ଗିର ପୁଲିସକୁ ବୁଦ୍ଧିଜୀବୀ ମହଲରେ ପ୍ରଶାଂସା କରାଯାଉଛି ।

jayashree
Leave A Reply

Your email address will not be published.