ବାହାନଗା ରେଳ ଦୁର୍ଘଟଣାରେ ୭୯ ଜଣ ଆହତ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି ଓଡିଶା By Koshala Prabaha On Saturday 3rd June 2023, 10:48 am Share ଭଦ୍ରକ : ବାହାନଗା ରେଳ ଷ୍ଟେସନ୍ ପଣପଣାଠାରେ ଘଟିଥିବା ଭୟାନକ ଦୁର୍ଘଟଣାରେ ଆହତ ହୋଇଥିବା ୭୯ଜଣ ବ୍ୟକ୍ତି ଭଦ୍ରକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏଠାରେ ୨ଜଣଙ୍କ ମୃତ୍ୟୁ ଘଟିଛି । ୧୪ଜଣ ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ୪୮ ଜଣ ଡାକ୍ତର ଚିକିତ୍ସାରେ ଲାଗିଛନ୍ତି । bhadrak news