![oum](https://koshalaprabahalive.com/wp-content/uploads/2024/07/oum.jpg)
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୧ର ଲର୍କିପାଲିଠାରେ ପ୍ରଥମ ସୁଜିତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତକାଲି ଉଦ୍ଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଯୋଗଦାନ କରିଥିବା ବେଳେ ୱାର୍ଡ ନଂ ୧ରୁ କାଉନ୍ସିଲର ଉପସ୍ଥିତ ଥିଲେ ।
![](https://koshalaprabahalive.com/wp-content/uploads/2023/05/20a93ab2-69d2-4c3c-b53f-44941cc7d70e.jpg)