ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇ ପାରେ ବାତ୍ୟା : ଆଇଏମ୍‌ଡି ଡିଜି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇ ପାରେ ବାତ୍ୟା । ପ୍ରେସମିଟ୍ କରି ସୂଚନା ଦେଲେ ଆଇଏମ୍‌ଡି ଡିଜି । ସେ କହିଛନ୍ତି ଯେ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ମଙ୍ଗଳବାର ଅବପାତର ରୂପ ନେବାର ଆଶଙ୍କା ରହିଛି । ୧୦ରେ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ବାତ୍ୟା ରୂପ ନେଇପାରେ । ପ୍ରଥମେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୧୨ ପରେ ଦିଗ ବଦଳାଇବ ବାତ୍ୟା ‘ମୋଚା’ । ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ । ବାଂଲାଦେଶ-ମିଆଁମାର ଆଡ଼େ ଗତି କରିବ ବାତ୍ୟା ।

Leave A Reply

Your email address will not be published.

error: Content is protected !!