jsm

ନୂଆପଡ଼ା ତହସିଲ ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ ଘଟଣାରେ ତହସିଲଦାର ନିଲମ୍ବିତ

csstore

ନୂଆପଡା, (ନିରାକାର ମେହେର) : ନୂଆପଡ଼ା ତହସିଲ ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ ଘଟଣାରେ ତହସିଲଦାର ନିଲମ୍ବିତ ହୋଇଥିବା ଜଣାପଡିଛି । ତେବେ ନୂଆପଡ଼ା ତହସିଲ ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକ ଜଗଦୀଶ ଚୌହାନଙ୍କ ବୁର୍ଲାରେ ଚିକିତ୍ସାଧୀନ ଅବସ୍‌ସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ଏହାର ପ୍ରତିବାଦରେ ନୂଆପଡ଼ା ବାର୍‌ ଆସୋସିଏସନ୍‌ ପକ୍ଷରୁ ଧାରଣା ଦିଆଯାଇଛି ଏବଂ ଅବହେଳାକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଛି ।

yuvodaya
Leave A Reply

Your email address will not be published.