csstore

ଅଗ୍ରୱାଲ ସେବା ଟ୍ରଷ୍ଟ ତରଫରୁ ସାର୍ବଜନୀନ ହୋଲି ମହୋତ୍ସବ ପାଇଁ ପ୍ରସ୍ତୁତି ଶେଷ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅନ୍ତର୍ଗତ ସାପ୍ତାହିକ ବଜାର ପ୍ରାଙ୍ଗଣରେ ଅଗ୍ରୱାଲ ସେବା ଟ୍ରଷ୍ଟ ତରଫରୁ ସାର୍ବଜନୀନ ହୋଲି ମହୋତ୍ସବ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଏହି ବଜାର ପ୍ରାଙ୍ଗଣରେ ପ୍ରାୟ ୯୦ ବର୍ଷ ହେବ ଜୋରସୋର ଭାବେ ଏହି ଦୋଳପୂର୍ଣ୍ଣିମା ତଥା ହୋଲି ମହୋଉତ୍ସବ ପାଳନ କରାଯାଉଥିବା ନେଇ ଟ୍ରଷ୍ଟ ବୃନ୍ଦଙ୍କଠାରୁ ସୂଚନା ମିଳିଛି । ଏହି ଅବସରରେ ଅଗ୍ରୱାଲ ସେବା ଟ୍ରଷ୍ଟର କାର୍ଯ୍ୟକାରିଣୀ ସଭାପତି ସୁରେଶ ଆର୍ଯ୍ୟ, ସଚିବ ସଞ୍ଜୟ ଗାନ୍ଧୀ, ଶୁଶିଲ ଝରୱଲିଆ, ଶୁଶିଲ କେ.ସି, ଅରୁଣ କୁମାର ଆର୍ଯ୍ୟ, ସଞ୍ଚୟ କୁମାର ଅଗ୍ରୱାଲ, ଜବର୍, ଅଜିତ୍ ଏନ୍‌ଏକ୍ସଟି, ଅଶୋକ ବେଗରାଜ, ଆଶିଷ ବଦ୍ରି, ବିନୋଦ ବନମାଳୀ, ବିନୋଦ ଜୈନ, ଅନୁପ ଜୈନ, ଶଙ୍କର କିସାନ୍, ସୁବାସ ଗାୟତ୍ରୀ, ସୁମିତ ଜୈନ, ବଜରଙ୍ଗ ଜିନ୍ଦଲ, ଗୋପାଳ ବଂଶଲ, ନବୀନ କାଜୁ, କମଳ ଏବଂ ଡବ୍ଳୁଲାଠ୍ ଶିରିଷ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.